ହସିବାର ସନ୍ଧାନ

ସେହି ସମୟ ଅଛି 

କିନ୍ତୁ କାହାରି ପାଶେ 
ସମୟ ହିଁ ନାହିଁ ... 
ଜୀବନ ରାସ୍ତା ଟି 
ଆଜି ବଦଳି ଯାଇଛି ...
 ହସ ଟିଏ ଆଜି ହଜିଯାଇଛି 
... ଆଗରୁ ବହୁତ ହସୁଥିଲି
 ଆଉ ହସାଉଥିଲି ... 
ତାହାପରେ ଦିନେ ଆସିଗଲା 
ଜୀବନ ସଂଘର୍ଷ ର ଜୀବନ ...
 ଏବେ ନା ଅଛି ସେଇ ହସ
ନା ସେଇ ହସାଇବା ପାଇଁ
ଆଉ ସାହସ ...
ସେଇ ସମୟ ଅଛି
 କିନ୍ତୁ ସମୟ ନାହିଁ
କାହାରି ପାଖରେ ...
ଆଜି ବ୍ୟସ୍ତ ବହୁଳ ଏ ଜୀବନ ..
ନାହିଁ ସମୟ କି ଫୁରୁସତ
ର ବେଳ..
ଆଜି ଲାଗେ ପିଲା ବେଳ ର
ସମୟ ଭଲ ଥିଲା ନା ସମୟ
ର ଜ୍ଞାନ ନା ହସିହସାଇବାର ର ରୋକ
 .. ନା ଥିଲା ଏ ସଂଘର୍ଷ ର ଅଧ୍ୟାୟ ...
ଜୀବନ ର ଦୁଃଖ ତାକୁ ପଚାର
ଯେ ହସାଇବା ଭୁଲି ଆଜି ବି ହସିବାର ସନ୍ଧାନରେ ଜାରି ରଖୁଛି ହସିବା ପାଇଁ ରାସ୍ତା ଟିକେ ..
  1. . smile please once - 

Enjoyed this article? Stay informed by joining our newsletter!

Comments

You must be logged in to post a comment.

About Author